Jump to content

ଶଳା ବିଧା

ଉଇକିଅଭିଧାନ‌ରୁ

ଶଳା ବିଧା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିବାହ ସମୟରେ ବରକୁ ଶଳାର ମାରିବା ବିଧା (ଥଟ୍ଟାରେ) —A bloe given by the brother to the bridegroom at the time of marriage (in jest).

[ଦ୍ରଷ୍ଟବ୍ୟ —ବିବାହରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିବା ପରେ ବର ଯାଇ କୁକର୍ମ ବେଦୀରେ ଗୋଟିଏ ଶିଳ ଉପରେ ବସେ ଓ ତାକୁ ଶାଶୁ ଆଦି ସିନ୍ଦୁର କଜ୍ଜଳ ଦେଇ ସାରିବା ପରେ ବର ସେଠାରୁ ଉଠି ଆସିଲାବେଳେ କନ୍ୟାରଭାଇ ସେ ଶିଳକୁ ବରର ଉପରକୁ ଲେଉଟାଇ ଦିଏ ଏବଂ ବରକୁ ଗୋଟିଏ ବିଧା ମାରେ ପୂର୍ବେ ଜବରଦସ୍ତି କନ୍ୟା ହରଣ କରି ନେଉଥିବା ବ୍ୟକ୍ତିକୁ କନ୍ୟାର ଭାଇ ଆଦିଙ୍କ ମାଡ଼ ଦେବା ଓ ପଥର ଫୋଫାଡ଼ିବାର ରୀତିରୁ ଏ ପ୍ରଥା ରହିଯାଇଥିବା ପରି ବୋଧ ହୁଏ ଏବେ ଶଳାବିଧା କେବଳ ଥଟାରେ ମରାଯାଏ]

୨. (ଲକ୍ଷଣାର୍ଥ) ଥଟ୍ଟାରେ ମରାଯିବା ବିଧା —୨. A light blow given in jest.