ଶଳା ଭଉଣୀଗିଆ
ଶଳା ଭଉଣୀଗିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଗ୍ରାମ୍ୟ - ବିଶେଷ୍ୟ - (ଅଶ୍ଲୀଳ ଗାଳି)
[ସମ୍ପାଦନା]ତିରସ୍କୃତ ବ୍ୟକ୍ତି ତିରସ୍କାର କରିବା ବ୍ୟକ୍ତିର ଶାଳକ ଅଟେ ଓ ନିଜର ଭଗିନୀର ମହତ୍ତ୍ୱ ନାଶକାରୀ ପାପୀ ଅଟେ —A term of vile abuse.
[ଦ୍ରଷ୍ଟବ୍ୟ —କୌଣସି ବ୍ୟକ୍ତିଦ୍ୱୟଙ୍କ ମଧ୍ୟରେ କଳି ଲାଗିଲେ ପରସ୍ପର ପରସ୍ପରଙ୍କ ମାତା, ଭଗିନୀ, ସ୍ତ୍ରୀ ଓ କନ୍ୟାଙ୍କୁ ଉଦ୍ଦେଶ୍ୟ କରି ଗାଳି ଦେବାର ପ୍ରଥା ପ୍ରାୟ ସବୁ ଦେଶରେ ଦେଖାଯାଏ ଆମ ଦେଶରେ ଭିଣେଇ ନିକଟରେ ସମାଜ ଚକ୍ଷୁରେ 'ଶଳା' ହେବା ଅତି ହୀନ ଅବସ୍ଥା ବୋଲି ବିବେଚିତ ହୁଏ ଏମନ୍ତ କି, କେତେକ ରାଜବଂଶରେ ଦେଖାଯାଇଛି ଯେ, ରାଜକନ୍ୟାଙ୍କୁ କେହି ବ୍ୟକ୍ତି ବିବାହ କଲେ ରାଜ—ପୁତ୍ର ଉକ୍ତ ବ୍ୟକ୍ତିର ଶଳା ହେବେ ଓ ତଦ୍ଦ୍ୱାରା ରାଜା ଲୋକ ଚକ୍ଷୁରେ ହୀନ ହୋଇଯିବେ, ଏଥିପାଇଁ ଅନେକ ରାଜା ଆପଣା ପରିବାରର କନ୍ୟାମାନଙ୍କୁ ଚିରକୁମାରୀ କରି କରନ୍ତି ଆମ ଦେଶରେ ପଦପଦକେ ଲୋକଙ୍କୁ ଶଳା ବୋଲି ଗାଳି ଦେବା, ଇତର ସାଧାରଣତଃ କଥା ଛାଡ଼ି ଦିଅନ୍ତୁ, ସମାଜର ଉଚ୍ଚତର ସ୍ତରର ଭଦ୍ରଲୋକରୂପେ ପରିଚିତ ବ୍ୟକ୍ତିଙ୍କଠାରେ ମଧ୍ୟ ବିରଳ ନୁହେଁ ମନୁଷ୍ୟ ରାଗିଯାଇ କଥା କଥାକେ ଅନ୍ୟ ବ୍ୟକ୍ତିକୁ ଶଳା ବୋଲି ଗାଳି ଦିଅନ୍ତି]