Jump to content

ଶଳା ମଉଳା

ଉଇକିଅଭିଧାନ‌ରୁ

ଶଳା ମଉଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଶ୍ୟାଳକ+ମତୁଳ]

[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କର ଶ୍ୟାଳକ ଓ ମାମୁ —A person's wife's brother and mother's brother.

[ଦ୍ରଷ୍ଟବ୍ୟ —ସାଧାରଣତଃ ଦେଖାଯାଏ ଯେ, କୌଣସି ପରିବାରରେ ଶଳା ଓ ମାମୁଁ ବଞ୍ଚିବାଯାକେ ପରିବାରସ୍ଥ ବ୍ୟକ୍ତିଙ୍କଠାରୁ ଖୁବ୍ ସମ୍ମାନ ପାଉଥାଆନ୍ତି କିନ୍ତୁ ମେମାନେ ଅସଗୋତ୍ର ଥିବାରୁ ସେମାନଙ୍କ ମୃତ୍ୟୁ ଘଟିଲେ ଉପର୍ଯ୍ୟୁକ୍ତ ପରିବାରରେ ସେମାନଙ୍କ ପାଇଁ ଶୁଦ୍ଧି ହୁଅନ୍ତି ନାହିଁ ଓ ସେମାନଙ୍କ ଭଉଣୀମାନଙ୍କ ଅର୍ଥାତ୍ ଉପର୍ଯ୍ୟୁକ୍ତ ପରିବାରର ସ୍ତ୍ରୀ ଓ ମାତାମାନଙ୍କ ମୃତ୍ୟୁ ପରେ ଶଳାଙ୍କୁ ଓ ମାମୁଙ୍କୁ ଉକ୍ତ ପରିବାରସ୍ଥ ବ୍ୟକ୍ତିମାନେ ପୂର୍ବପରି ତେତେ ଆଦର କରନ୍ତି ନାହିଁ ଏଥିପାଇଁ ପ୍ରବଚନ ଅଛି ଯେ, ଶଳା ମଉଳା ବନ୍ଧୁରେ ସାର, ମଲେ ହାଣ୍ଡି କୁଣ୍ଢେଇରୁ ବାହାର]