Jump to content

ଶଳିତା

ଉଇକିଅଭିଧାନ‌ରୁ

ଶଳିତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶଳା କିମ୍ୱା ସରିତ୍=ସତ୍ର)

[ସମ୍ପାଦନା]
୧. ଦୀପର ବଳିତା; ବସ୍ତ୍ରଖଣ୍ଢ ବଳା ହୋଇ ତିଆରି ହୋଇଥିବା ବର୍ତ୍ତୀ —୧. A roll of rag used as wick for oil lamps.
୨. ବନ୍ଧୁକର ପାଶ୍ୱସ୍ଥ ଛିଦ୍ରରେ ନିଆଁ ଲଗାଇବା ପାଇଁ ବ୍ୟବହୃତ ବର୍ତ୍ତିକା —୨. Wick used to ignite the touchhole of a gun.