Jump to content

ଶଳ୍କ ଦେହୀ

ଉଇକିଅଭିଧାନ‌ରୁ

ଶଳ୍କ ଦେହୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଓ ବି—(ଶଳ୍କ+ଦେହ+ଅଛି ଅର୍ଥରେ ଇନ୍, ୧ମା. ୧ବ)

[ସମ୍ପାଦନା]

ଯାହା ଦେହରେ କାତି ଥାଏ; କାତିଆ (ଜୀବ) —Having scales on the body; Lepidota (animals)

ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ମାଛ;

ଶାଳ ମାଛ ଜାତୀୟ —A sort of fish, resembling Mastacembelus Armatus.