Jump to content

ଶଶଜାତୀୟ ନର

ଉଇକିଅଭିଧାନ‌ରୁ

ଶଶଜାତୀୟ ନର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହିନ୍ଦୁଶାସ୍ତ୍ର (କୋକଶାସ୍ତ୍ର)ରେ ବର୍ଣ୍ଣିତ ପୁରୁଷ ମାନଙ୍କର ଚାରୋଟି ଶ୍ରେଣୀ ବା ଜାତି ମଧ୍ୟରୁ ଏକତମ —One of the four classes of male persons classified by the Hindu amatory treatises; a class of males of mild, pious and luxurious bent of mind and slender in build.

[ଦ୍ରଷ୍ଟବ୍ୟ — ପୁରୁଷମାନେ କୋକଶାସ୍ତ୍ରର ବର୍ଣ୍ଣନା ଅନୁସାରେ ନିମ୍ନ ଚାରି ଶ୍ରେଣୀରେ ବିଭକ୍ତ ===

୧. ଅଶ୍ୱଜାତୀୟ ପୁରୁଷ
୨. ବୃଷଜାତୀୟ ପୁରୁଷ
୩. ମୃଗଜାତୀୟ ପୁରୁଷ
୪. ଶଶଜାତୀୟ ପୁରୁଷ

ଏହି ୪ର୍ଥ ଶଶଜାତୀୟ ପୁରୁଷ କ୍ଷୁଦ୍ରକାୟ, କୋମଳସ୍ୱଭାବ, ଭୀରୁ, ବିନୟୀ, ସୁକୁମାରାଙ୍ଗ, ସ୍ନେହୀ ଓ ମଧୁର, ପ୍ରେମଶୀଳ ଏବଂ କାମକ୍ରୀଡ଼ାରେ ସାମାନ୍ୟରୂପେ ଆସକ୍ତ ଓ ଧାର୍ମିକ ତଥା ସ୍ତ୍ରୀର ବଶୀଭୂତ ଏହି ଶଶଜାତୀୟ ପୁରୁଷଙ୍କ ପ୍ରତି ପଦ୍ମିନୀ— ଜାତୀୟା ସ୍ତ୍ରୀ ଉପଯୁକ୍ତା]