Jump to content

ଶଶଧର

ଉଇକିଅଭିଧାନ‌ରୁ

ଶଶଧର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଶ+ଧୃଧାତୁ+କର୍ତ୍ତୃ. ଅ; ଯେ ଶଶଚିହ୍ନକୁ ଦେହରେ ଧାରଣ କରିଅଛନ୍ତି)

[ସମ୍ପାଦନା]
୧. ଶଶାଙ୍କ; ଛନ୍ଦ୍ର —୧. The moon.
୨. କର୍ପୂର — ୨. Camphor.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପୁରୁଷଙ୍କ ନାମ —A name given to males.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଶଶଧର=ଚନ୍ଦ୍ର)

[ସମ୍ପାଦନା]
୧. କୌଣସି କାର୍ଯ୍ୟ ସାଧନ ବିଷୟରେ ପାରଙ୍ଗମ —୧. Capable; able.
୨. ଯୋଗ୍ୟ (ବ୍ୟକ୍ତି) ୨. Worthy (person).
୩. କୁଣ୍ଠିତ —୩. Loth; averse.

(ଯଥା—ତୁଏ କଥାରେ ଏତେ ଶଶଧର କାହିଁକି ହେଉଅଛୁ?)