Jump to content

ଶଶବ୍ୟସ୍ତେ

ଉଇକିଅଭିଧାନ‌ରୁ

ଶଶବ୍ୟସ୍ତେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଅତ୍ୟନ୍ତ ତ୍ୱରାନ୍ୱିତ ଭାବରେ — ୧. Hurriedly.
୨. ସଂଭ୍ରମେ —୨. With due respect.

[ଉ—ଅନନ୍ତର ଶଶବ୍ୟସ୍ତେ ଉଠିନୃପମଣି, ନବୀନ ଜାମାତୃବରେ ଆଲିଙ୍ଗି ଆଦରେ —ଚିନ୍ତାମଣି, ବିକ୍ରମାଦିତ୍ୟ]