Jump to content

ଶଶାଙ୍କ

ଉଇକିଅଭିଧାନ‌ରୁ

ଶଶାଙ୍କ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଶଶ ଅଟେ ଅଙ୍କ=ଚିହ୍ନ ଯାହାର, ଶଶ ଅଛି ଅଙ୍କ= କୋଳରେ ଯାହାର; ବହୁବ୍ରୀହି)

[ସମ୍ପାଦନା]
୧. ଚନ୍ଦ୍ର — ୧. The moon.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରାଚୀନ ବଙ୍ଗର ଗୁପ୍ତ ବଂଶର ଜଣେ ରାଜା —୨. Name of a king of ancient Bengal.

[ଦ୍ରଷ୍ଟବ୍ୟ —ପ୍ରାଚୀନ ବଙ୍ଗର ଅନ୍ତର୍ଗତ କର୍ଣ୍ଣସୁବର୍ଣ୍ଣ (ଆଧୁନିକ କାନସୋନା) ରାଜ୍ୟର ପ୍ରସିଦ୍ଧ ରାଜା ଏ କାନ୍ୟକୁବ୍ଜର ରାଜା ହର୍ଷବର୍ଦ୍ଧନଙ୍କ ସମ— ସାମୟିକ ମାଳବ ରାଜାଙ୍କର ଏ ମିତ୍ର ଥିଲେ ହର୍ଷବର୍ଦ୍ଧନ ରାଜଙ୍କ ଭାଇ ରାଜ୍ୟ ବର୍ଦ୍ଧନ ମାଳବ ରାଜ୍ୟକୁ ଆକ୍ରମଣ କରି ଅଧିକାର କରିବାରୁ ଶଶାଙ୍କ ପ୍ରଚ୍ଛନ୍ନଭାବରେ ରାଜ୍ୟବର୍ଦ୍ଧନଙ୍କ ଶିବିରରେ ପ୍ରବେଶ କରି ତାଙ୍କୁ ହତ୍ୟା କଲେ ଓ ଏହି ଆକ୍ରୋଶରେ ହର୍ଷବର୍ଦ୍ଧନ ଏହାଙ୍କ ରାଜ୍ୟକୁ ଆକ୍ରମଣ କରି ଅଧିକାର କଲେ ଏ ଚିନ ପରିବ୍ରାଜକଙ୍କ ବର୍ଣ୍ଣିତ କର୍ଣ୍ଣ— ସୁବର୍ଣ୍ଣାଧିପତି ଶଶାଙ୍କ ନରେନ୍ଦ୍ର ଗୁପ୍ତ ଥିବା ପ୍ରତ୍ନତତ୍ୱବିଦ୍— ମାନେ କହନ୍ତି ]

୨. ବଙ୍ଗର ଗୁପ୍ତ ବଂଶର ଶେଷ ରାଜା — ୨. The last king of Gupta dynasty of Bengal.

[ଦ୍ରଷ୍ଟବ୍ୟ —ଏ ମହା ବୋଧି ଦ୍ରୁମକୁ ପୋ଼ଡ଼ି ଥିଲେ ଗୁପ୍ତ ସାମ୍ରାଜ୍ୟର ଧ୍ୱଂସ ପରେ ସଢ଼େଇକଳାଇ ନିକଟବର୍ତ୍ତୀ ଦଳମୀରେ ଏ ରାଜ୍ୟ ସ୍ଥାପନ କରିଥିଲେ (ବିଶ୍ୱକୋଷ)

୩. ପୁରୁଷଙ୍କ ନାମ —୩. A name given to males.