Jump to content

ଶଶାଣ୍ଡୁଳି

ଉଇକିଅଭିଧାନ‌ରୁ

ଶଶାଣ୍ଡୁଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର କାକୁଡ଼ି; ପିତା କାକୁଡ଼ି (ରାଜନିର୍ଘଣ୍ଟ); କଣ୍ଟିଆଳି କାକୁଡ଼ି —A sort of cucumber.

[ଦ୍ରଷ୍ଟବ୍ୟ —ଏହା ତିକ୍ତ, କଟୁ, ଅମ୍ଳ, ମଧୁର; କଫ ନାଶକ, ଦହ କାରକ, କଫ= ଶୋଷକ, ରୁଚିକର ଓ ଦୀପନ—ବିଶ୍ୱ— କୋଷ)