ଶଶାଦ
ଦେଖଣା
ଶଶାଦ
ଉଚ୍ଚାରଣ
[ସମ୍ପାଦନା](ଶଶାଦନ—ଅନ୍ୟରୂପ)
ସଂସ୍କୃତ - ବି—(ଶଶ=ଠେକୁଆ+ଅଦ୍ ଧାତୁ—ଭକ୍ଷଣ କରିବା+ କର୍ତ୍ତୃ ଅ; ଯେ ଠେକୁଆକୁ ମାରି ଖାଏ)
[ସମ୍ପାଦନା]ବାଜପକ୍ଷୀ; ଶ୍ୟେନ; ଛଞ୍ଛାଣ —(Hawk); falcan.
- ୨. ଇକ୍ଷାକୁ ଙ୍କର ଏକପୁତ୍ର —୨. Name of a sonj of Ikshwaku.
[ଦ୍ରଷ୍ଟବ୍ୟ —ଏହାଙ୍କର ଅନ୍ୟନାମ ବିକୁକ୍ଷି; କଥିତ ଅଛିଯେ, ଏ ପିତାଙ୍କ ଆଦେଶରେ ଶ୍ରାଦ୍ଧାର୍ଥ ମୃଗୟା କରିବାକୁ ଯାଇ ବହୁ ମୃଗ ବଧ କରିଥିଲେ ଓ ଫେରିଲା ବେଳକୁ କ୍ଳାନ୍ତହୋଇ ଗୋଟିଏ ଠେକୁଆ ବଦ କରି ତା ମାଂସ ଖାଇଥିଲେ ଭାଗବତ —ବିଶ୍ୱକୋଷ]