ଶଶା ମାଂସ
(ବୈଦ୍ୟକ) ଠେକୁଆର ମାଂସ —The meat of hare.
[ଦ୍ରଷ୍ଟବ୍ୟ —ଏହା ଶୀତବୀର୍ଯ୍ୟ, ଲଘୁ, ସଂଗ୍ରାହକ, ରୁକ୍ଷ, ମଧୁର ରସ, ଅଗ୍ନିକାରକ, କଫ ପିତ୍ତ ବାୟୁଆଦି ଓ ଜ୍ୱର, ଅତିସାର, ରକ୍ତ ଦୁଷ୍ଟି ଏବଂ ଶ୍ୱାସ ରୋଗ ନାଶକ]