ଶଶିକରାଲୋକିତ
ଶଶିକରୋଜ୍ଜ୍ୱଳ, ଶଶିକରୋଦ୍ଭାଷିତ—ଅନ୍ୟରୂପ
=== ସଂସ୍କୃତ - ବିଣ—(ଶଶିକରଦ୍ୱାରା ଆଲୋକିତ; ୩ୟା ତତ୍)
ଜ୍ୟୋତ୍ସ୍ନାଲୋକିତ; ଚନ୍ଦ୍ର କିରଣଦ୍ୱାରା ଆଲୋ— କିତ୍; ବା ଉଜ୍ୱଳ ହୋଇଥିବା — Lit by the rays of the moon; moon-lit.