ଶଶିପ୍ରଭ
ଦେଖଣା
ଶଶିପ୍ରଭ
ଉଚ୍ଚାରଣ
[ସମ୍ପାଦନା](ଶଶିପ୍ରଭା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଶଶିନ+ପ୍ରଭା, ଶଶୀର ପ୍ରଭାପରି ପ୍ରଭା ଯାହାର)
[ସମ୍ପାଦନା]- ୧. ଚନ୍ଦ୍ରଙ୍କପରି ଦୀପ୍ତିମାନ୍ —୧. Bright as the moon.
- ୨. ଶୁଭବର୍ଣ୍ଣ ବିଶିଷ୍ଟ — ୨. White as the moon.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚନ୍ଦ୍ରକାନ୍ତ ମଣି —୧. Moonstone; a gem.
- ୨. ମୁକ୍ତା —୨. Pearl.
- ୩. କୁମୁଦ; କଇଁ (ହିନ୍ଦୀ - ଶ) —୩. Waterlily.