ଶଶିମୁଖୀ
(ଶଶିମୁଖ—ପୁଂ)
ଚନ୍ଦ୍ରମୁଖୀ; ଚନ୍ଦ୍ର— ବଦନା; ଚନ୍ଦ୍ରାନନା —(female) Having the face as fair as the moon.
ସ୍ତ୍ରୀ ଲୋକଙ୍କ ନାମ — A name given to females.