ଶଶି କଳା
ଦେଖଣା
ଶଶି କଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶଶିନ୍+କଳା; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଚନ୍ଦ୍ର କଳା; ଚନ୍ଦ୍ରଙ୍କର ଅଂଶ (୧୫: ଟି) —୧. The digits of the moon.
- ୨. ପଞ୍ଚଦଶାକ୍ଷର ଛନ୍ଦୋବିଶେଷ— (ଏହାର ପ୍ରତ୍ୟେକ ଚରଣରେ ୪ନଗଣ ଓ ୧ ସଗଣ ଅର୍ଥାତ୍ ସବୁ ବର୍ଣ୍ଣ ଲଘୁ; କେବଳ ଶେଷ ବର୍ଣ୍ଣଟି ଗୁରୁ ଅଟେ) — ୨. Name of a Sanskrit metre of ୧୫ syllables.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ସ୍ତ୍ରୀଲୋକଙ୍କ ନାମ — A name given to females.