ଶଶି ଜୀବନ
ଦେଖଣା
ଶଶି ଜୀବନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶଶୀ ଅଟନ୍ତି ଜୀବନି ଯାହାର; ବହୁବ୍ରୀହି)
[ସମ୍ପାଦନା]- ୧. କୁମୁଦ; କଇଁ —୧. water lily.
- ୨. ଓଷଧି —୨. Medicinal and annual plants; harbs.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗର ଜଣେ ସୁବିଖ୍ୟାତ ନୈୟାୟିକ ସ୍ୱର୍ଗୀୟ ପଣ୍ଡିତ (ଏହାଙ୍କ ଉଦାଧି ତର୍କରତ୍ନ ଥିଲା) — Name of a late Bengali Pandit versed in Hindu Logic.