ଶଶି ଠାର
ଦେଖଣା
ଶଶି ଠାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଡ଼ିଆରେ ଏକପ୍ରକାର ଠାର — A cypher language in Oriya.
[ଉ—ଚିର ଅଭ୍ୟସ୍ତ, ଶସ୍ତ ସଂସ୍କୃତ କରି ଅସ୍ତୁ, ବସି ଘୋଷିଲ ଶଶିଠାରକୁ ରେ—କବିସୂର୍ଯ୍ୟ. ସଙ୍ଗୀତ ]
[ଦ୍ରଷ୍ଟବ୍ୟ —ଏଥିରେ ବର୍ଣ୍ଣମାଳାର ଅକ୍ଷରମାନଙ୍କ ସ୍ଥାନରେ ଯଥାକ୍ରମେ ଅନ୍ୟ ନିର୍ଦ୍ଦିଷ୍ଟ ଅକ୍ଷର ଲଗାଇ କଥା ଭାଷା କରାଯାଏ ଯଥା— ଅ ସ୍ଥାନରେ କ ଓ କ ସ୍ଥାନରେ ଅ ଏହିପରି ଅନ୍ୟ ମାତ୍ରା ଯୁକ୍ତ ଅକ୍ଷରରେ; ଆ ସ୍ଥାନରେ କା କା ସ୍ଥାନରେ ଆ ଇ—କି ଈ—କୀ ଉ—କୁ ଊ—କୂ ଋ—କୃ ଋ—କୃ ଏ—କେ ଐ—କୈ ଓ—କୋ, ଔ—କୌ ଖ—ଗ, ଓ ଗ ସ୍ଥାନରେ ଖ ଘ—ଙ, ଚ ବର୍ଗ=ଟ ବର୍ଗ ଞ—ଣ, ତ ବର୍ଗ=ପ ବର୍ଗ ନ—ପ, ଯ=ଶ, ର=ଷ ଳ—ସ, ହ=କ୍ଷ
[ଉ—ମୁଁ ଭାତ ଖାଉଅଛି ଶଶିଠାରରେ—ନୁ ଧାପ ଗାକୁ କଠି; ବାବାରେ ! ଆସ—ଶଶିଠାରେ—ଦାଦା ସେ କାର]