ଶଶି ପ୍ରଭା
ଦେଖଣା
ଶଶି ପ୍ରଭା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଚନ୍ଦ୍ରକିରଣ; ଜ୍ୟୋତ୍ସା — Moonlight.
- ୨. (ବହୁବ୍ରୀହି) କୁମୁଦ କଇଁ — ୨. Water lily.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଶଶିପ୍ରଭର ସ୍ତ୍ରୀଲିଙ୍ଗ — Feminine of Ṡaṡiprabha.
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ସ୍ତ୍ରୀ ଲୋକଙ୍କ ନାମ —A name given to women.