Jump to content

ଶଶି ଭାଲୀ

ଉଇକିଅଭିଧାନ‌ରୁ

ଶଶି ଭାଲୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଶଶିଭାଲ)

[ସମ୍ପାଦନା]

ଦୂର୍ଗା; କାଳୀ —Durgā.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶଶିନ୍+ଭାଇ+ଇନ୍; ୧ମା. ୧ବ)

[ସମ୍ପାଦନା]

ଶିବ; ମହାଦେବ —Ṡiba.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯାହାଙ୍କ ମସ୍ତକରେ ଚନ୍ଦ୍ର ଅଛି — Having the moon on the brow.