ଶଶି ଭୂଷଣ
ଦେଖଣା
ଶଶି ଭୂଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶଶିନ୍+ଭୂଷଣ; ଶଶୀ ଅଟେ ଭୂଷଣ ଯାହାର; ବହୁବ୍ରୀହି)
[ସମ୍ପାଦନା]ଚନ୍ଦ୍ର ଚଡ଼; ଶିବ; ମହାଦେବ — Ṡiba.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ — A name given to males.
(ଶଶିଭୂଷଣା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ଚନ୍ଦ୍ର ଯାହାଙ୍କର ଅଳଙ୍କାର — Decorated with the moon.