ଶଶି ରେଖା
ଦେଖଣା
ଶଶି ରେଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶଶାଙ୍କ ରେଖା (ଦେଖ) - —୧. Ṡaṡāṅka rekhā. (See)
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ସ୍ତ୍ରୀମାନଙ୍କ ନାମ —୧. A name given to females.
- ୨. ଉପେନ୍ଦ୍ର ଭଞ୍ଜଙ୍କ ଅପ୍ରକାଶିତ କ୍ଷୁଦ୍ରକାବ୍ୟ ଓ ତହିଁର ନାୟିକା — ୨. Name of the heroine and title of a small poem (unpublished) of poet Upendra Bhan̄ja.
- ୩. ବାଙ୍କିର ରାଜା ପଦ୍ମନାଭ ହରିଚନ୍ଦନଙ୍କ ପ୍ରଣୀତ କାବ୍ୟ ଓ ତଦ୍ୱର୍ଣ୍ଣିକ ନାୟିକାର ନାମ —୩. Name of a poem and the heroine thereof of poet Padmanābha Harichandana of Bāṇki.
[ଦ୍ରଷ୍ଟବ୍ୟ —ଏ ଗ୍ରନ୍ଥ ପ୍ରାଚୀ ସମିତ ପ୍ରଥମେ ପ୍ରକାଶିତ କରିଅଛନ୍ତି ]