Jump to content

ଶଶୀ

ଉଇକିଅଭିଧାନ‌ରୁ

ଶଶୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଶଶ=ଠେକୁଆ+ଅଛି ଅର୍ଥରେ ଇନ୍; ଶଶିନ୍ ଶବ୍ଦ ୧ମା, ୧ବ)

[ସମ୍ପାଦନା]
୧. ଶଶାଙ୍କ; ଚନ୍ଦ୍ର —The moon.
୨. କର୍ପୁର —୨. Camphor.