Jump to content

ଶଶ ବ୍ୟସ୍ତ

ଉଇକିଅଭିଧାନ‌ରୁ

ଶଶ ବ୍ୟସ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଆଧୁନିକ ପ୍ରୟୋଗ; ବଙ୍ଗଳା ବ୍ୟବହାରରୁ ଗୃହୀତ; ଶଶ ଠେକୁଆ ପରି ବ୍ୟସ୍ତ=ତ୍ରସ୍ତ, ତ୍ୱରାନ୍ୱିତ; ମ. ପ. ଲୋ)

[ସମ୍ପାଦନା]
୧. ଅତ୍ୟନ୍ତ ତ୍ୱରାନ୍ୱିତ — ୧. Hurried; very restless; much perturbed.
୨. ଅତ୍ୟନ୍ତ ତ୍ରସ୍ତ; ତ୍ରସ୍ତବ୍ୟସ୍ତ; ଲଙ୍ଗଳା ମୁକୁଳା; ଭୀତ କମ୍ପିତ —୨. Much frightened; very much ruffled.
୩. କିଂକର୍ତ୍ତବ୍ୟ ବିମୂଢ —୩. Dumb- founded.