ଶଷ
ଦେଖଣା
ଶଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶସ୍ୟ)
[ସମ୍ପାଦନା]- ୧. ନଡ଼ିଆ; ତାଳ; କଖାରୁଆଦି ଫଳରେ କଠିନ ଆବରଣ ମଧ୍ୟରେ ଥିବା କୋମଳ ଅଂଶ —୧. The soft kernel inside the hard rind of certain fruits.
- ୨. ଗଛର ମଞ୍ଜ —୨. The pith of trees.
ଶଷ
(ଧାତୁ) —
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ବଧକରିବା —୧. To kill.
- ୨. ନାଶ କରିବା —୨. To destroy.
ଶଷ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ମଦିନୀପୁର) ବି—(ତୁଳ. ବଙ୍ଗାଳୀ - ଶାସ)
[ସମ୍ପାଦନା]ଆମ୍ୱ ଟାକୁଆର ଭିତରେ ଥିବା କୋଇଲି —Ṡoft content of the mango seed.