ଶଷ୍କୁଲୀ
ଦେଖଣା
ଶଷ୍କୁଲୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଶଷ୍କୁଳ+ଇ)
[ସମ୍ପାଦନା]- ୧. କର୍ଣ୍ଣଚ୍ଛିଦ୍ର —୧. Ear- hole; auditory passage.
- ୨. ଲୁଚି — ୨. Fried thin pastry cake.
- ୩. ଚକୁଳି ପିଠା — ୩. A kind of cake or pie.
[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ଅନୁସାରେ ଘୃତ ମ୍ରକ୍ଷିତ ମଇଦାକୁ ବେଲଣାରେ ବେଲି ଘିଅରେ ଭାଜିଲେ ତାହା ଶଷ୍କୁଳୀ ହୁଏ ]
- ୪. ଶାଳମାଛ (ହିନ୍ଦୀ - ଶ) —୪. Opiceppalus Marulius; Gangetic wrhal fish.
- ୫. ଶଷ୍କୁଳା (ଦେଖ) - — ୫. Ṡashkulā (See)