ଶଷ୍କୁଳ
ଦେଖଣା
ଶଷ୍କୁଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶଶ୍ ଧାତୁ=ଡ଼େଇଁକରି ଗତିକରିବା+କର୍ତ୍ତୃ. କୁଳ)
[ସମ୍ପାଦନା]- ୧. ଏକପ୍ରକାର ଶକଳୀମାଛ; ଶେଉଳ ମାଛ (ଏମାନେ ପଙ୍କୁଆ ପାଣିରେ ରହନ୍ତି) ୧. A kind of fish living in muddy water; Ophicephalus Striatus.
- ୨. ଶାଳ ମାଛ — ୨. A sort of fish bigger than Ṡeuḻa
- ୩. ବୃକ୍ଷବିଶେଷ କରଞ୍ଜ —୩. A kind of tree; Pongamia Indica.
- ୪. ଅପୂପ ବା ପିଷ୍ଟକ ବିଶେଷ; ଚକୁଳିପିଠା —୪. A sort of baked pastry cake.