ଶଷ୍ପ
ଦେଖଣା
ଶଷ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶସ୍ ଧାତୁ+କର୍ମ ପ; ଯାହା ପଶୁ ଆଦିଙ୍କ କ୍ଷୁଧା ନାଶ କରେ)
[ସମ୍ପାଦନା]- ୧. (ବୈଦ୍ୟକ) ନୀଳଦୂର୍ବା; ହରିତ ଦୂର୍ବା —୧. A species of green grass.
- ୨. ବାଳ— ତୃଣ; ନବତୃଣ —୨. New grass; young grass.
- ୩. କଅଁଳ ଘାସ —୩. Tender grass.
- ୪. ପ୍ରତିଭାର ହାନି —୪. Loss of understanding.
- ୬. ବିଶ୍ୱାସହାନି (ବିଶ୍ୱକୋଷ) —୬. Loss of confidence.