ଶସ
ଦେଖଣା
ଶସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶସ୍ୟ)
[ସମ୍ପାଦନା]- ୧. ନଡ଼ିଆ; ତାଳ; କଖାରୁଆଦି ଫଳରେ କଠିନ ଆବରଣ ମଧ୍ୟରେ ଥିବା କୋମଳ ଅଂଶ —୧. The soft kernel inside the hard rind of certain fruits.
- ୨. ଗଛର ମଞ୍ଜ —୨. The pith of trees.
ଶସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶସ୍ୟ)
[ସମ୍ପାଦନା]ମଞ୍ଜି ଭାତରର କୋମଳ ଦ୍ରବ୍ୟ — Pith inside a fruit.