ଶସ୍ତାଖିଆ
ଦେଖଣା
ଶସ୍ତାଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶସ୍ତାଖିଆ
|
(ଶସ୍ତା ଖାଈ (ଇ)—ସ୍ତ୍ରୀ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଖାଦ୍ୟଦ୍ରବ୍ୟ ସୁଲଭ ମୂଲ୍ୟରେ ପାଇଁ ଭୋଗ କରିବା —Getting or enjoying things cheaply.
ଅନୁବାଦ
[ସମ୍ପାଦନା]ଶସ୍ତାଖିଆ
|
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା](ବ୍ୟଙ୍ଗ୍ୟାର୍ଥେ) ବିନା ଅର୍ଥ ବ୍ୟୟରେ ଓ ବିନା ପରିଶ୍ରମରେ ଯେ ଖାଦ୍ୟଦି କିମ୍ୱା ଅନ୍ୟ କୌଣସି ପଦାର୍ଥ ପାଇବା ଆଶା ପୋଷି କାର୍ଯ୍ୟ— ରେ ଅଗ୍ରସର ହୁଏ; ଯେଉଁ ବ୍ୟକ୍ତି ଶସ୍ତା ଦରରେ ପଦାର୍ଥ— ମାନ ଭୋଗ କରେ —Habituated to enjoying or getting things cheaply.
(ତୁଳନା - ମାଗଣା ଖିଆ, ଫୋକଟଖିଆ)