Jump to content

ଶସ୍ତା, ତିନି ଅବସ୍ଥା

ଉଇକିଅଭିଧାନ‌ରୁ

ଶସ୍ତା, ତିନି ଅବସ୍ଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଶସ୍ତା, ହୀନ ଅବସ୍ଥା, ଶସ୍ତାରେ ହୀନସ୍ତା, ଶସ୍ତାରେ ହୀନବସ୍ତାଅନ୍ୟରୂପ

ଦେଶଜ - ପ୍ରବଚନ

[ସମ୍ପାଦନା]

କୌଣସି ଦ୍ରବ୍ୟକୁ ସାଧାରଣ ମୂଲ୍ୟଅପେକ୍ଷା ଶସ୍ତାରେ କିଣିବା ପରେ ସାଧାରଣତଃ ଦେଖାଯାଏ ଯେ, ଉକ୍ତ ବସ୍ତୁ ନିକୃଷ୍ଟ ବା ଖରାପ ଥିବାରୁ ବିକ୍ରେତା ତାକୁ ଶସ୍ତାରେ ବିକି ଦେଇଛି ଏହି ଅନୁଭବରୁ ଏ ପ୍ରବଚନ ଚଳୁଅଛି ଏହାର ସାମାର୍ଥଯୁକ୍ତ ଇଂରାଜୀ ପ୍ରବଚନ —To look a gift horse in the mouth.

ଏହାର ଅର୍ଥ —Cheap things are generally found to be bad.