ଶସ୍ତ୍ରହତ ଚତୁର୍ଦ୍ଦଶୀ
ଦେଖଣା
ଶସ୍ତ୍ରହତ ଚତୁର୍ଦ୍ଦଶୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗୌଣ ଆଶ୍ୱିନ କୃଷ୍ଣା ଚତୁର୍ଦ୍ଦଶୀ ଓ ଗୌଣ କାର୍ତ୍ତିକ କୃଷ୍ଣା ଚତୁର୍ଦ୍ଦଶୀ — The ୧୪th days of the dark lunar fortnights of the months of Āṡwina and Kārttika.
[ଦ୍ରଷ୍ଟବ୍ୟ —ଏ ଚତୁର୍ଦ୍ଦଶୀରେ ଯୁଦ୍ଧରେ ଶସ୍ତ୍ର— ହତ ବ୍ୟକ୍ତିମାନଙ୍କର ଶ୍ରାଦ୍ଧ ପ୍ରଶସ୍ତ ବିଶ୍ୱକୋଷ ]