Jump to content

ଶସ୍ତ୍ରୀ

ଉଇକିଅଭିଧାନ‌ରୁ

ଶସ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]
(ଶସ୍ତ୍ରୀଣୀ ବିଶେଷଣ - ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଶସ୍ତ୍ର+ଇନ୍; ୧ମା. ୧ବ)

[ସମ୍ପାଦନା]

ଶସ୍ତ୍ରଧାରୀ — Armed with weapons.

ସଂସ୍କୃତ - ବି—(ଶସ୍ତ୍ର+କ୍ଷୁଦ୍ରାର୍ଥେ. ଈ)

[ସମ୍ପାଦନା]

ଛୁରୀ —Knife.