ଶସ୍ତ୍ରୋତ୍ଥାପନ
[ଶସ୍ତ୍ରୋତ୍ତୋଳନ—ଅନ୍ୟରୂପ]
ଶତ୍ରୁ ଆଦିକୁ ଆକ୍ରମଣ କରିବାକୁ ହତିଆର ଉଞ୍ଚେଇବା —The lifting of a weapon to strika an enemy.