Jump to content

ଶସ୍ତ୍ର କର୍ମ

ଉଇକିଅଭିଧାନ‌ରୁ

ଶସ୍ତ୍ର କର୍ମ

ଉଚ୍ଚାରଣ

[ସମ୍ପାଦନା]

ଶସ୍ତ୍ରକାର୍ଯ୍ୟ, ଶସ୍ତ୍ର କ୍ରିୟାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚିକିତ୍ସାର୍ଥ ଶସ୍ତ୍ର ପ୍ରୟୋଗ—(ହିନ୍ଦୀ - ଶ) Surgery.

[ ଦ୍ର—ସୁଶ୍ରୁତରେ ୮ ପ୍ରକାର ଶସ୍ତ୍ର କାର୍ଯ୍ୟର ଉଲ୍ଲେଖ ଅଛି— ଛେଦନ, ଲେଖନ, ଭେଦନ, ବିଦ୍ରାବଣ, ବ୍ୟଧନ, ଆହରଣ, ଏଷଣୋଷଣ ଓ ସେବନ—ବିଶ୍ୱକୋଷ]