ଶସ୍ତ୍ର ଧାରକ
(ଶସ୍ତ୍ରଧାରୀ—ଅନ୍ୟରୂପ)
(ଶସ୍ତ୍ର ଧାରିକା, ଶସ୍ତ୍ର ଧାରିଣୀ)—ସ୍ତ୍ରୀ
ଶସ୍ତ୍ରଦ୍ୱାରା ସଜ୍ଜିତ; ଯେ ହାତରେ ହତିଆର ଧରିଥାଏ —Bearing arms; armed with weapons.