Jump to content

ଶସ୍ତ୍ର ବିଜ୍ଞାନ

ଉଇକିଅଭିଧାନ‌ରୁ

ଶସ୍ତ୍ର ବିଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

[ଶସ୍ତ୍ରତନ୍ତ୍ର, ଶସ୍ତ୍ର ଶାସ୍ତ୍ର—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯୁଦ୍ଧାର୍ଥ ଶସ୍ତ୍ରଚାଳନ ବିଦ୍ୟା — ୧. The art of using weapons in war.
୨. ଚିକିତ୍ସାର୍ଥ ଶସ୍ତ୍ର ପ୍ରୟୋଗ ବିଦ୍ୟା —୨. Surgery.
୩. ଯଜୁର୍ବେଦର ଏକ ଉପବେଦ; ଧନୁର୍ବେଦ — ୩. A supplementary part of the J̄ajurbeda dealing with the use of bow.