Jump to content

ଶସ୍ୟ

ଉଇକିଅଭିଧାନ‌ରୁ

ଶସ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଶସ୍ ଧାତୁ=ହିଂସା କରିବା, ବଧ କରିବା+କର୍ମ. ଯ; ପ୍ରାଣୀମାନେ ଯାହାକୁ ହିଂସା କରି ଅର୍ଥାତ୍ ଯାହାକୁ ଖାଇ ବଞ୍ଚନ୍ତି)

[ସମ୍ପାଦନା]
୧. କୃଷିକର୍ମଦ୍ୱାରା ଉତ୍ପନ୍ନ ଫସଲ — ୧. Agriculturul produce.
୨. ବୃକ୍ଷ ଓ ଲତା— ଦିର ଫଳ —୨. Fruits of trees, plants and creepers.
୩. ଫଳର ସାରାଂଶ —୩. The kernel or marrow inside fruits.
୪. କୃଷିଦ୍ୱାରା ଉତ୍ପନ୍ନ ଧାନ୍ୟାଦି ବାର୍ଷିକ ଫସଲ —୪. Grains; annual crops raised by aggriculture; corn.
୫. ସଦ୍ଗୁଣ —୫. Good quality.
୬. ପ୍ରତିଭାର ହାନି (ହିନ୍ଦୀ - ଶ) —୬. Loss of talents.
୭. ବାଳ— ତୃଣ (ବିଶ୍ୱକୋଷ) —୭. Young and tender grass.

ବିଶେଷଣ - (ଶନ୍ସ୍ ଧାତୁ+କର୍ମ. ଯ)

[ସମ୍ପାଦନା]

ପ୍ରଶସ୍ୟ; ପ୍ରଶଂସନୀୟ; ପ୍ରଶଂସାର୍ହ —Praiseworthy; commendable.