Jump to content

ଶସ୍ୟଳ

ଉଇକିଅଭିଧାନ‌ରୁ

ଶସ୍ୟଳ

ଉଚ୍ଚାରଣ

[ସମ୍ପାଦନା]
[ଶସ୍ୟଳା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶସ୍ୟ+ଲା ଧାତୁ=ଗ୍ରହଣ କରିବା+ଅ)

[ସମ୍ପାଦନା]

ଶସ୍ୟପୂର୍ଣ୍ଣ; ପ୍ରଚୁର ଶସ୍ୟପୂର୍ଣ୍ଣ; ଶସ୍ୟାଶାଳୀ —Full of growing corn.