Jump to content

ଶସ୍ୟ ଶ୍ୟାମଳ

ଉଇକିଅଭିଧାନ‌ରୁ

ଶସ୍ୟ ଶ୍ୟାମଳ

ଉଚ୍ଚାରଣ

[ସମ୍ପାଦନା]
[ଶସ୍ୟ ଶ୍ୟାମଳା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ୩ୟା ତତ୍)

[ସମ୍ପାଦନା]

ଶସ୍ୟ ଯୋଗୁଁ ସାଗୁଆବର୍ଣ୍ଣ ଦେଖା ଯାଉଥିବା (ଭୂମି) —Green with crops.

[ଉ—ସ୍ୱଜଳା ସୁଫଳା ଏ ଶସ୍ୟଶ୍ୟାମଳା ଧରା ପରହାତେ ଦେଇ—ରାଧା— ନାଥ. ମହାଯାତ୍ରା ]