ଶସ୍ୟ ସଂଗ୍ରାହକ
(ଶସ୍ୟ ସଂଗ୍ରାହିକା—ସ୍ତ୍ରୀ)
ପାଚିଥିବା ଧାନ ଆଦି ଫସଲକୁ ଅମଳ କରିବା ବ୍ୟକ୍ତି —One who harvests or makes collection of crops.