ଶହେ
ଏକ ଶତ —One hundred.
[ଦ୍ରଷ୍ଟବ୍ୟ —ପୁରୀ ଜିଲ୍ଲାରେ କାରବାରରେ ଶହେ ନଡ଼ିଆର ଅର୍ଥ ଏକଶହ ନଡ଼ିଆ ନୁହେଁ; ଶହେ ନଡ଼ିଆର ଅର୍ଥ କା ୧୨: ବା ୨୮୮: ଗୋଟା ନଡ଼ିଆ]