ଶାଆଳା
ଗୋରୁମାନଙ୍କର ରୋଗ — A fatal disease of the cows.
[ଦ୍ରଷ୍ଟବ୍ୟ —ଏହି ରୋଗରେ ଗୋରୁମାନଙ୍କର ବେକ ଫୁଲେ, ଆଗ ଚଟୁଆ ଫୁଲିଯାଏ; କିଛି ଖାଇ ପାରନ୍ତି ନାହିଁ ମୁହଁରୁ ନାଳ ଗଡ଼େ ଦିନେ ବା ଦେଢ଼ ଦିନରେ ଗୋରୁ ମରିଯାଏ ମନୁଷ୍ୟ ଶରୀରେ ପ୍ଳେଗ ରୋଗ ଭଳି ଏ ଅତି ମାରାତ୍ମକ ]