Jump to content

ଶାକଟାୟନ

ଉଇକିଅଭିଧାନ‌ରୁ

ଶାକଟାୟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶକଟ+ଅୟନ)

[ସମ୍ପାଦନା]

ଜନୈକ ପ୍ରସିଦ୍ଧ ସଂସ୍କୃତ ବୈୟାକରଣିକ —Name of a Celebrated Sanskrit grammarian of ancient times.

[ଦ୍ରଷ୍ଟବ୍ୟ —ଏହାଙ୍କ ରଚିତ ବ୍ୟାକରଣ ଗ୍ରନ୍ଥ ବର୍ତ୍ତମାନ ଦୁଷ୍ପ୍ରାପ୍ୟ କେବଳ ଖଣ୍ଡିଏ ପୋଥି ଲଣ୍ଡନରେ India house (ଇଣ୍ଡିଆହାଉସ୍) ନାମକ ଭାରତସଂକ୍ରାନ୍ତ କାର୍ଯ଼୍ୟଳୟର ଓ ଆଉଖଣ୍ଡିଏ ପୋଥି ମାନ୍ଦ୍ରାଜନଗରସ୍ଥ ପରୀକ୍ଷକ ସମାଜର ପୁସ୍ତକାଳୟରେ ଅଛି କେହି କେହି ଏହାଙ୍କୁ ପାଣିନିଙ୍କ ପୂର୍ବ୍ୱକାଳୀନ ଏବଂ ଆଉ କେହି କେହି ତାଙ୍କ ପରବର୍ତ୍ତୀ ବୋଲି କହନ୍ତି କିନ୍ତୁ ଏହାଙ୍କ ନାମର ଉଲ୍ଲେଖ ପାଣିନି ବ୍ୟାକରଣରେ ଅଛି (ହିନ୍ଦୀ - ଶ)]