Jump to content

ଶାକପାର୍ଥିବ

ଉଇକିଅଭିଧାନ‌ରୁ

ଶାକପାର୍ଥିବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ମ. ପ. ଲୋ. ଶାକପ୍ରିୟ ପାର୍ଥିବ; ଶକ+ଅ +ପାର୍ଥିବ)

[ସମ୍ପାଦନା]
୧. ନିଜ ନାମରେ ଅଙ୍କ (ସନ) ଚଳାଇବାର ପ୍ରିୟ ରାଜା —୧. A king fond of starting an era in his name (Apte).
୨. ନିରାମିଷ ଭୋଜନ ପ୍ରିୟ ରାଜା —୨. A vegetarian king.