ଶାକମ୍ଭରୀୟ
ଦେଖଣା
ଶାକମ୍ଭରୀୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାକମ୍ଭରୀୟ
|
ସଂସ୍କୃତ - ବିଶେଷ୍ୟ - (ଶାକମ୍ଭରୀ=ଦେଶବିଶେଷ+ଈୟ)
[ସମ୍ପାଦନା]ରୌମକ ବା ଶାମ୍ୱରୀଲବଣ; ଶମ୍ୱରହ୍ରଦଜାତ ଲବଣ — Salt produced from the salt-lake of Rājputānā (in Central India).
[ଦ୍ରଷ୍ଟବ୍ୟ — ରାଜପୁତାନାର ଶମ୍ୱର ହ୍ରଦର ଲୁଣୀପାଣିକୁ ସୂର୍ଯୋତ୍ତାପ ସାହାଯ୍ୟରେ ଶୁଖାଇ ଓ ଲୁଣ ମରାଯାଏ ଏହା କରକଚ ଲବଣପରି ମିଶ୍ରଲବଣ ]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଶମ୍ୱର ହ୍ରଦଜାତ —produced from the Ṡambar lake of Rajputana.