ଶାକରାଟ୍
ଦେଖଣା
ଶାକରାଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାକରାଟ୍
|
[ଶାକ ଶ୍ରେଷ୍ଠ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - (ଶାକ+ରାଜନ୍, ଶାକ+ଚ୍ ରାଜ ଧାତୁ+କର୍ତ୍ତୃ. କ୍ୱିପ୍; ଶାକମାନଙ୍କ ମଧ୍ୟରେ ପ୍ରଧାନ)
[ସମ୍ପାଦନା](ବୈଦ୍ୟକ) ବାସ୍ତୁକ ବା ବଥୁଆ ଶାଗ — A kind of pot herd; the goose foot; Chenopodium (white and red varieties.)
[ଦ୍ରଷ୍ଟବ୍ୟ —ଶାଗ— ମାନଙ୍କ ମଧ୍ୟରେ ଏହା ନିର୍ଦ୍ଦୋଷ ଥିବାରୁ ଏହି ନାମ—ହିନ୍ଦୀ - ଶ ]