Jump to content

ଶାକରୀ

ଉଇକିଅଭିଧାନ‌ରୁ

ଶାକରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶକାର=ମୂର୍ଖ ଓ ଦୁଷ୍କୁଳ ଜାତ ବ୍ୟକ୍ତି+ଅ+ଈ; ନିପାତନ)

[ସମ୍ପାଦନା]

ପ୍ରାକୃତ ଭାଷା; ଇତରଜନବ୍ୟବହୃତ ଭାଷା —The vulgar language; the language used by the common people; a spoken dialect.