Jump to content

ଶାକଳ

ଉଇକିଅଭିଧାନ‌ରୁ

ଶାକଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଶାଙ୍କ+ଲା ଧାତୁ+ଅଧିକରଣ. ଅ)— ପ୍ରାଚୀନ ମଦ୍ର ଦେଶର ନଗର ବିଶେଷ —୧. Name of a town in the Madra country of ancient India.
୨. (ସକଳ+ଅ)=ଖଣ୍ଡ — Piece.
୩. ସର୍ପବିଶେଷ [ହିନ୍ଦୀ - ଶ] — ୩. A kind of snake.
୪. ଋତ୍ୱେଦର ଏକ ଶାଖା ବା ସଂହିତା—[ହିନ୍ଦୀ - ଶ] —
୪. Name of a branch of the Ṛugbeda.
୫. କାଠର ତିଆରି ତାବିଜ (ହିନ୍ଦୀ - ଶ) —୫. A locket made of wood.
୬. ହୋମର ସାମଗ୍ରୀ (ଯଥା—ଯବ, ତିଳ, ମଧୁ, ଘୃତ) ହିନ୍ଦୀ - ଶ —୬. Materials for performing fire sacrifice.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଶକଳ ନାମକ ଦ୍ରବ୍ୟରେ ରଞ୍ଜିତ (ହିନ୍ଦୀ - ଶ) —୧. Dyed with Ṡakaḻa.
୨. ଖଣ୍ଡ ସମ୍ୱନ୍ଧୀୟ (ହିନ୍ଦୀ - ଶ) —୨. Relating to a piece.