ଶାକାନ୍ନ
ଦେଖଣା
ଶାକାନ୍ନ
ଉଚ୍ଚାରଣ
[ସମ୍ପାଦନା][ଘୃତାନ୍ନ, ଫଳାନ୍ନ, ମିଷ୍ଟାନ୍ନ—ବିପରୀତ]
ସଂସ୍କୃତ - ବି—(ଶାକ ମିଶ୍ରିତ ଅନ୍ନ, ମ. ପ. ଲୋ)
[ସମ୍ପାଦନା]- ୧. ଶାଗଭାତ; ଅନ୍ନ ସଙ୍ଗେ ଦିଆ ଯିବା ଶାକ ବା ଉଦ୍ଭଜ୍ମ ଆହାର୍ଯ୍ୟ — ୧. Vegetable food; vegetadle curry served with rice (as opposed to meat food or sweetmeats.)
- ୨. ନିରାମିଷ ଖାଦ୍ୟ —୨. Non-animal food; meal consisiting of vegetables only.
- ୩. ଅନାଡ଼ମ୍ୱର ଓ ସହଜଲଭ୍ୟ ସାଧାରଣ ଖାଦ୍ୟ — ୩. Ordinary simple fare.